ସ୍ୱିଜରଲ୍ୟାଣ୍ଡ ପର୍ଯ୍ୟଟନ ଅଭିଯାନର ଆମ୍ବାସାଡର ହେଲେ ରଣବୀର

48

ସ୍ୱିଜରଲ୍ୟାଣ୍ଡର ପର୍ଯ୍ୟଟନ ଅଭିଯାନ ‘ନେଚର ୱାଂଟ୍ସ ୟୁ ବ୍ୟାକ୍’ର ପ୍ରଥମ ଭାରତୀୟ ଆମ୍ବାସାଡର ହୋଇଛନ୍ତି ଅଭିନେତା ରଣବୀର ସିଂହ ।

ନିକଟରେ ତିନି ମାସ ସ୍ୱିଜରଲ୍ୟାଣ୍ଡରେ ରହି ଫେରିଛନ୍ତି ରଣବୀର ସିଂହ ଏବଂ ଏହାକୁ ନେଇ ରଣବୀର ବହୁତ ଖୁସି ବୋଲି କହିଛନ୍ତି ଓ ସ୍ୱିଜରଲ୍ୟାଣ୍ଡ ଯିବା ପାଇଁ ସବୁବେଳେ ତାଙ୍କର ସ୍ୱପ୍ନ ଥାଏ । କାହିଁକି ନା ଏହି ଦେଶକୁ ୟଶ ଚୋପ୍ରା ପ୍ରସିଦ୍ଧ କରିଛନ୍ତି ।