ନାଚ ଶିଖୁଛନ୍ତି ରଣବୀର

29

ବଲିଉଡ ଅଭିନେତା ରଣବୀର ସିଂହ ନିଜର ଅପକମିଙ୍ଗ ଫିଲ୍ମ ବେଫିକର ପାଇଁ ନାଚ ଶିଖୁଛନ୍ତି । ନିର୍ଦେଶକ ଆଦିତ୍ୟ ଚେପ୍ରାଙ୍କ ନିର୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ଫିଲ୍ମ ବେଫିକରରେ ରଣବୀର କାମ କରିବାକୁ ଯାଉଛନ୍ତି । ଆଉ ଏହି ଫିଲ୍ମ ପାଇଁ ରଣବୀର ଆଜିକାଲି ହାର୍ଡ ୱାର୍କ କରୁଥିବା ଜଣାପଡିଛି । ରଣବୀର କହିଛନ୍ତିି କି ସେ ଏହି ଫିଲ୍ମ ପାଇଁ ହିପ୍ ଅପ୍ ଓ ଟେଙ୍ଗୋ ଡ୍ୟାନ୍ସ ଶିଖୁଛନ୍ତି । ଫିଲ୍ମଟି ଏକ ହାଲକା ଫୁଲକା ରୋମାଣ୍ଟଂଟିକ୍ ଫିଲ୍ମ ହେବ । ତେବେ ଏହି ଫିଲ୍ମରେ ରଣବୀରଙ୍କ ସହ ବାଣୀ କପୁରଙ୍କୁ ଦେଖିବାକୁ ମିଳିବ ।