ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କୁ ଭେଟିଲେ ଏନସିଏସଟି ଅଧ୍ୟକ୍ଷ

52

ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଏନସିଏସଟି ଅଧ୍ୟକ୍ଷ । କନ୍ଧମାଳ ଏନକାଂଉଟର ଘଟଣା ଉପରେ ଆଦିତ୍ୟ ପାଢୀଙ୍କ ସହ ଆଲୋଚନା କରିଛନ୍ତି କଲେ ରାମେଶ୍ୱର ଓରାନ୍।