ରମେଶ ଜେନା ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ସାଇ ପଟ୍ଟନାୟକଙ୍କ ବଢୁଛି ଅଡୁଆ

3

ରମେଶ ଜେନା ଲିଙ୍କ ମାମଲା । ରମେଶ ଜେନାଙ୍କ ସହ ସମ୍ପର୍କ ନେଇ ଗିରଫ ହୋଇଥିବା ସାଇ ପଟ୍ଟନାୟକଙ୍କ ଅଡୁଆ ବଢୁଛି । ତାଙ୍କ ନାଁରେ ଆଉ ୨ଟି ମାମଲା ରୁଜୁ ହୋଇଛି । ସାଇଙ୍କ ବିରୋଧରେ ସଦର ଥାନା ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି । ତେବେ ଜମି ହଡପ ମାମଲାରେ ସାଇ ପଟ୍ଟନାୟକ ଗିରଫ ହୋଇ ୩ ଦିନିଆ ରିମାଣ୍ଡରେ ଯାଇଥିଲେ । ତେବେ ଗତକାଲି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି ।

Comments are closed.