ଦୁଇଦିନିଆ ରିମାଣ୍ଡରେ ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଜେନା

52

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ ରମେଶ ଜେନା ଲିଙ୍କ ମାମଲା । ଆଜିଠିୁ ୨ ଦିନିଆ ରିମାଣ୍ଡରେ ଯିବେ ରମେଶ ଜେନା । କର୍ପୋରେଟର ଆର. ମୂରଲୀମୋହନ ଓ ବିଲଡର ବୁନା ସାହୁଙ୍କୁ ମଧ୍ୟ ରିମାଣ୍ଡରେ ନେବ ପୁଲିସ । ବ୍ରହ୍ମପୁର ଏସଡିଜେଏମ କୋର୍ଟ ରିମାଣ୍ଡ ଅନୁମତି ଦେଇଥିଲେ । ଜମି ହଡପ ମାମଲାରେ ତାଙ୍କୁ ଜେରା କରାଯିବ । ନିମଖଣ୍ଡି ଜମି ହଡପ ମାମଲାରେ ତାଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡିଛି ।