ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ପ୍ରତାପ ଦେବ ।

56

କନକ ବ୍ୟୁରୋ: ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ପ୍ରତାପ ଦେବ । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ମହମ୍ମଦ ହମିଦ୍ ଅନସାରୀ ପ୍ରତାପଙ୍କୁ ପଦ ଓ ଗୋପନୀୟତାରେ ଶପଥ ପାଠ କରାଇଛନ୍ତି । ବିଷ୍ଣୁ ଦାସ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ହେବା ପରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଥିଲା ସେହି ପଦବି ପାଇଁ ପ୍ରତାପ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।