ରଜରେ ଚାଲିଛି ସୁନ୍ଦରୀ ବଛା ! ଲାଲଚାନ୍ଦ ଓ ରେଡିଓ ଚକୋଲେଟ କରୁଛି ରଜ ସୁନ୍ଦରୀ ପ୍ରତିଯୋଗୀତା

51

କନକ ବ୍ୟୁରୋ : ରଜରେ ସୁନ୍ଦରୀ ବଛା ଚାଲିଛି । ଲାଲଚାନ୍ଦ ଓ ରେଡିଓ ଚକୋଲେଟ କରୁଛି ରଜ ସୁନ୍ଦରୀ ପ୍ରତିଯୋଗୀତା । ଲାଲଚାନ୍ଦରୁ ଗହଣା କିଣନ୍ତୁ ଏହି ସୁନ୍ଦରୀ ପ୍ରତିଯୋଗୀତାରେ ଭାଗନେଇ ବିଭିନ୍ନ ଉପହାର ଜିତନ୍ତୁ । ଖାଲି ସେତିକି ନୁହେଁ ରଜ ପାନ ସହ ଦୋଳିର ମଜା ନିଅନ୍ତୁ । ପ୍ରଥମ ଦିନରେ ଏଥିରେ ଭାଗନେବାକୁ ଭିଡ ଜମିଥିଲା । ଓଡିଶାର ପରମ୍ପରାକୁ ନେଇ ପ୍ରଶ୍ନର ଉତ୍ତର ଦେବା ସହ ଦୋଳି ଓ ପାନର ମଜା ନେଇ ଥିଲେ ସୁନ୍ଦରୀମାନେ । ଏହା ତିନିଦିନ ଧରି ଚାଲିବ ।