ସିମି ଆତଙ୍କବାଦୀ ଫେରାର ଘଟଣା : ମଧ୍ୟପ୍ରଦେଶ ସରକାରଙ୍କୁ ରିପୋର୍ଟ ମାଗିଲେ କେନ୍ଦ୍ର ଗୃହମନ୍ତ୍ରୀ

16

କନକ ବ୍ୟୁରୋ : ଏହି ଘଟଣାରେ ମଧ୍ୟପ୍ରଦେଶ ସରକାରଙ୍କୁ କେନ୍ଦ୍ର ଗୃହମନ୍ତ୍ରାଳୟ ରିପୋର୍ଟ ମାଗିଛି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ଆଲୋଚନା କରି କେଉଁ ପରିସ୍ଥିତିରେ ଆତଙ୍କବାଦୀମାନେ ଫେରାର ହୋଇଗଲେ ସେନେଇ ତଥ୍ୟ ମାଗିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ସିମି ଆତଙ୍କବାଦୀ ଫେରାର ହୋଇଯିବା ପରେ ମଧ୍ୟପ୍ରଦେଶ ଏବଂ ଓଡିଶାରେ ରେଡ ଆଲର୍ଟ ଜାରି କରାଯାଇଛି ।