ଅର୍ଥତତ୍ୱ ଚିଟଫଣ୍ଡ ଦୁର୍ନୀତି ମାମଲା : ସିବିଆଇ ସ୍ୱତନ୍ତ୍ରକୋର୍ଟରେ ହାଜର ହେଲେ ରଜତ ଚୈାଧୁରୀ

41

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅର୍ଥତତ୍ୱ ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ସ୍ୱତନ୍ତ୍ରକୋର୍ଟରେ ହାଜର ହେଲେ ରଜତ ଚୈାଧୁରୀ । ଚିଟପଣ୍ଡ ଦୁର୍ନୀତିରେ ଗିରଫ ହୋଇଥିଲେ ରଜତ ।