ଲୋକସଭା ନିର୍ବାଚନ ୨୦୧୯ : ରାଜସ୍ଥାନରେ ୭ ଟି ସିଟରେ ବିଜେପି ଆଗୁଆ ! କଂଗ୍ରେସକୁ ମିଳିଛି କେବଳ ଗୋଟିଏ ସିଟ୍ ।

75

ରାଜସ୍ଥାନର ୨୫ ଲୋକସଭା ସିଟରେ ମତଗଣନା । ଏକ୍ସିଟ୍ ପୋଲରେ ବିଜେପିର ପଲ୍ଲା ଭାରି ଥିବାର ଆଶା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଙ୍କ ପୁଅଙ୍କ ଭାଗ୍ୟ ନିର୍ଦ୍ଧାରିତ କରିବ ଆଜିର ଫଳାଫଳ । ବସୁନ୍ଧରା ରାଜେଙ୍କ ପୁଅ ଭାଗ୍ୟର ମଧ୍ୟ ଆଜି ହେବ ଫଇସଲା । ୭ ଟି ସିଟରେ ବିଜେପି ଆଗୁଆ । ୨୦ ମିନିଟ୍ ମତଗଣନାରେ ୭ ଟି ସିଟରେ ବିଜେପି ଆଗୁଆ ଅନ୍ୟପକ୍ଷରେ କଂଗ୍ରେସକୁ ମିଳିଛି କେବଳ ଗୋଟିଏ ସିଟ୍ ।