କେନ୍ଦୁଝରରେ ବର୍ଷାର ପ୍ରଭାବ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୃତ୍ରିମ ବନ୍ୟା

36

କେନ୍ଦୁଝର : କେନ୍ଦୁଝରରେ ବର୍ଷାର ପ୍ରଭାବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୃତ୍ରିମ ବନ୍ୟା । ମେଡିକାଲ ଭିତରେ ବର୍ଷା ପାଣି ଜମି ରହିଛି । ଏହାରି ଭିତରେ ପଶି ସମସ୍ତେ ଯା’ଆସ କରୁଛନ୍ତି । ଏହାରି ଭିତରେ ରୋଗୀଙ୍କ ଚିକିତ୍ସା ଚାଲିଛି । ଏଠି ପ୍ରଶ୍ନ ଉଠୁଛି ମେଡିକାଲ ଭିତରେ କଣ ଡ୍ରେନେଜ ବ୍ୟବସ୍ଥା ନାହିଁ କି । ଯଦି ଅଛି ତେବେ ବର୍ଷା ପାଣି ନିଷ୍କାସନ ନହୋଇ ଜମି ରହିଲା କେମିତି ।