ରେଲୱେରେ ଦଶମ ପାସଙ୍କ ପାଇଁ ବାହାରିଲା ନିଯୁକ୍ତି ସୁଯୋଗ : ଦୁଇ ହଜାରରୁ ଅଧିକ ପଦବୀ ରହିଛି ଖାଲି , ଶୀଘ୍ର କରନ୍ତୁ

37

ଭାରତୀୟ ରେଳବାଇ, ପୂର୍ବାଂଚଳରେ ଥିବା ଇଚ୍ଛୁକ ପ୍ରାର୍ଥୀଙ୍କ ଟ୍ରେନି ପଦବୀ ପାଇଁ ଆବେ ଦନ କରିବାକୁ ବିଜ୍ଞପ୍ତି ଜାରି କରିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍, rrcer.com  ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ । ୨୯୦୭ ଅଧିନିୟମ ଟ୍ରେନି ପାଇଁ ପୋଷ୍ଟ ଖାଲି ଅଛି ଓ ପ୍ରାର୍ଥୀଙ୍କ ସର୍ବାଧିକ ଆୟୁ ସୀମା ୨୪ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ । ଆବେଦନର ଶେଷ ତାରିଖ ୧୪ ନଭେମ୍ବର ନିର୍ଦ୍ଧାରିତ କରାଯାଇଛି ।

ମୋଟ୍ ପଦବୀ : ୨୯୦୭

ପଦବୀ ନାମ : ଅଧିନିୟମ ଅପରେଣ୍ଟିସ୍ ପଦବୀ ପାଇଁ

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀଙ୍କୁ ଆଇଟିଆଇର ଡିଗ୍ରୀ ସହିତ ଦଶମ ଶ୍ରେଣୀ ପାସ୍ କରିଥିବା ଜରୁରୀ

ବୟସ ସୀମା : ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷରୁ କମ୍ ଓ ସର୍ବାଧିକ ଆୟୁ ୨୪ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।

ଦରମା : ଚୟନ କରାଯାଇଥିବା ପ୍ରାର୍ଥୀ ପ୍ରତି ମାସ ଛାତ୍ର ବୃତ୍ତି ପାଇବେ

ଚୟନ ପ୍ରକ୍ରିୟା : ଯୋଗ୍ୟତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ ।

ଆବେଦନ ଶୁଳ୍କ : ସାଧାରଣ/ଓବିସି ଶ୍ରେଣୀର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ପଡିବ । ଏସସି/ଏସଟି/ପିଡବ୍ଲ୍ୟୁଡି/ ମହିଳା ପ୍ରାର୍ଥୀଙ୍କୁ କୌଣସି ବି ଆବେଦନ ଶୁଳ୍କ ପୈଠ କରିବାକୁ ପଡିବନି ।

ଆବେଦନର ଶେଷ ତାରିଖ : ୧୪ ନଭେମ୍ବର