ରାୟଗଡା : ଗୋଚର ଜମିକୁ ଚିହ୍ନଟ ଦାବିରେ ତାତିଲେ ଲୋକେ

23

କନକ ବ୍ୟୁରୋ : ଗୋଚର ଜମିକୁ ଚିହ୍ନଟ ଦାବିରେ ତାତିଲେ ଲୋକେ । ରାୟଗଡା ଜିଲ୍ଲା ଗୁଡାରୀ ତହସିଲରେ କଲେ ଭଙ୍ଗାରୁଜା । ଗଉଡ ସମାଜ ପକ୍ଷରୁ ଗୁଡାରୀ ତହସିଲର ଗୋଚର ଜମିକୁ ଚିହ୍ନଟ ଦାବି ହୋଇଛି । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଏ ନେଇ ତହସିଲ ଅଫିସ ପାଖରେ ଉତ୍ତେଜନା ଦେଖା ଦେଇଥିବା ଜଣାପଡିଛି ।