ରାୟଗଡାରେ ମାଓ ତାଣ୍ଡବ ! ରଘୁବାରି ଗାଁରେ ଜାଳିଦେଲେ ମଦଭାଟି, କର୍ମଚାରୀଙ୍କୁ ମାଡ

32

କନକ ବ୍ୟୁରୋ : ରାୟଗଡା ଅମ୍ବାଦଳା ଥାନା ଅନ୍ତର୍ଗତ ରଘୁବାରି ଗାଁରେ ମାଓ ତାଣ୍ଡବ । ମଦଭାଟିରେ ମାଓବାଦୀ ମାନେ ନିଆଁ ଲଗାଇ ଦେଇଛନ୍ତି । ଏହା ସହ ମଦଭାଟି କର୍ମଚାରୀଙ୍କୁ ମଧ୍ୟ ମାଡ ମାରିଛନ୍ତି । ଘଟଣା ସ୍ଥଳରୁ ଏକ ମାଓ ପୋଷ୍ଟର ମଧ୍ୟ ଠାବ ହୋଇଛି ।