ବଲିଉଡ ଅଭିନେତ୍ରୀ ରାଧିକା ଆପ୍ତେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି । ସେ ଅନେକ ଥର ନିଜର ଅଭିନୟ ଓ ବୟାନରେ ଏକଥା ସାବ୍ୟସ୍ତ କରିଛନ୍ତି । ଏବେ ପୁଣି ଥରେ ରାଧିକା ତାଙ୍କର ହଟନେସ ପାଇଁ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଧିକା କିଛି ଦିନ ପୁର୍ବରୁ ଏକ କ୍ଲଥିଙ୍ଗ ବ୍ରାଣ୍ଡ ପାଇଁ ଫଟୋସୁଟ କରାଇଥିଲେ । ଉକ୍ତ ବ୍ରାଣ୍ଡର ଡିଜାଇନର ନିମୀତ ଶାହ, ସେହି ସୁଟର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ରାଧିକା ଏହି ଫଟୋରେ ବହୁତ ଉତ୍ତେଜକ ପୋଷାକ ପିନ୍ଧିଥିବାର ଦେଖାଦେଇଛି ଯାହା ଏବେ ବେଶ ଚର୍ଚ୍ଚିତ ହେଉଛି ।