ନ୍ୟୁଡ୍ ନାୟିକାଙ୍କ ବୋଲ୍ଡ ସିନ୍ ! ଲିକ୍ ହେଲା ରାଧିକା ଆପ୍ତେଙ୍କ ଗାଧୋଇବା ଦୃଶ୍ୟ

73

ପୁଣି ଚର୍ଚ୍ଚାରେ ବଲିଉଡର ନ୍ୟୁଡ୍ ନାୟିକା ରାଧିକା ଆପ୍ତେ । ସବୁଥର ପରି ଏଥର ମଧ୍ୟ ରାଧିକାଙ୍କ ଆଉ ଏକ ସିନେମାର ନ୍ୟୁଡ୍ ସିନ୍ ଲିକ୍ ହୋଇଛି । ଶାୱାରରେ ଗାଧୋଉଥିବାର ରାଧିକାଙ୍କ ଏକ ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଫଟୋରେ ସେ କେବଳ ଏକ ପ୍ଲାଷ୍ଟିକ୍ ସାହାଯ୍ୟରେ ନିଜ ଶରୀରକୁ ଢାଙ୍କି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଲିକ୍ ହୋଇଥିବା ଏଇ ଫଟୋ ତାଙ୍କର ଆଗାମୀ ସିନେମା ‘ବୋମ୍ବାଇରିଆ’ ର ବୋଲି କୁହାଯାଉଛି । ସିନେମାର ନିର୍ଦ୍ଦେଶକ ମାଇକେଲ୍ ଏ ୱର୍ଡ ନିଜେ ଏକଥା ସ୍ୱୀକାର ମଧ୍ୟ କରିଛନ୍ତି । ଏହି ସିନେମାରେ ମଧ୍ୟ ରାଧିକା ଆପ୍ତେଙ୍କର ନ୍ୟୁଡ୍ ସିନ୍ । ତେବେ ଏପରି ସିନ୍ ଲିକ୍ ହେବାରେ ଏହା ରାଧିକାଙ୍କ ପ୍ରଥମ ସିନେମା ନୁହେଁ । ଏହା ପୂର୍ବରୁ ସିନେମା ‘ପାର୍ଚଡ’ର ଏକ ସେକ୍ସ ଦୃଶ୍ୟ ମଧ୍ୟ ଲିକ୍ ହୋଇଥିଲା । ଯାହାକୁ ନେଇ ଅନେକ ସମାଲୋଚାନର ଶିକାର ହେବାକୁ ପଡିଥିଲା ରାଧିକାଙ୍କୁ ।

ଏହା ସହ ଦେଖନ୍ତୁ ଫିଲ୍ମରେ ଏବେ ଦେଖିବାକୁ ମିଳିବ ବୋଲ୍ଡ ଓ ନ୍ୟୁଡ୍ ଦୃଶ୍ୟ : ଚାଲିବନି ସେନ୍ସରର କଇଁଚି