ଗୋପାଳପୁର ଫିସେରୀ ଜେଟିରେ ଶହ ଶହ କେଜି ମାଛ ଓ ସମୁଦ୍ରଜୀବଙ୍କ ମୃତ୍ୟୁ !

22

କନକ ବ୍ୟୁରୋ : ଗଂଜାମର ଛତ୍ରପୁର ନିକଟରେ ଥିବା ଗୋପାଳପୁର ଫିସେରୀ ଜେଟିରେ ଶହ ଶହ କେଜି ମାଛ ଓ ସମୁଦ୍ରଜୀବ ମରି ଭାସୁଥିବା ଦେଖିବାକୁ ମିଳିଛି । ମତ୍ସ୍ୟଜୀବି ମାନେ ଅଭିଯୋଗ କରିଛନ୍ତି ଯେ ବନ୍ଦର ନିକଟରେ ଥିବା ଏକ ପ୍ଲାଂଟର ପ୍ରଦୂଷିତ ଜଳ ଯୋଗୁଁ ଏହି ମାଛମାନଙ୍କର ମୃତ୍ୟୁ ଘଟିଛି । ତେବେ ପ୍ରକୃତରେ ମାଛ ମୃତ୍ୟୁର କାରଣ କଣ ତାହା ଜଣାପଡିନାହିଁ ।

ଦେଖନ୍ତୁ ଏହି ଭିଡିଓ –