ପି.ଭି ସିନ୍ଧୁ ଓ ସାକ୍ଷୀ ମଲ୍ଲୀକଙ୍କୁ ଖେଳରତ୍ନ ପୁରସ୍କାର

40

ପି.ଭି ସିନ୍ଧୁ ଓ ସାକ୍ଷୀ ମଲ୍ଲୀକ, ଦୀପା କର୍ମାକାରଙ୍କୁ ଓ ଜିତୁ ରାୟଙ୍କୁ ମିଳିବ ଖେଳରତ୍ନ ପୁରସ୍କାର । ୧୫ ଜଣ ଖେଳାଳିଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ଏହା ସହ ୬ଜଣ କୋଚଙ୍କୁ ମିଳିବ ଦ୍ରୋଣାଚାର୍ଯ୍ୟ ପୁରସ୍କାର । ତେବେ ପ୍ରଥମ ଥର ପାଇଁ ଏକ ସାଥିରେ ୪ ଜଣ ଖେଳାଳିକୁ ଖେଳରତ୍ନ ପୁରସ୍କାର ମିଳିଛି ।