ଗିରଫ ସମ୍ ହସ୍ପିଟାଲର ଅଧୀକ୍ଷକ ପୁଷ୍ପରାଜ ଏସସିବିରେ ଭର୍ତ୍ତି : ଛାତିରେ ଯନନ୍ତ୍ରଣା ଅନୁଭବ କରିବାରୁ କାର୍ଡିଓଲୋଜି ବିଭାଗରେ ଚିକିତ୍ସିତ

30

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ବଡ ମେଡିକାଲରେ ସମ୍ ହସ୍ପିଟାଲର ଅଧୀକ୍ଷକ । ଗତାକଲି ଗିରଫ ହୋଇଥିବା ପୁଷ୍ପରାଜ ସାମନ୍ତସିଂହାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ଏବେ ପୁଷ୍ପରାଜଙ୍କୁ ବଡ ମେଡିକାଲର ହୃଦରୋଗ ବିଭାଗର ଆଇସିୟୁରେ ଚିକିତ୍ସା କରାଯାଉଛି । ତାଙ୍କ ପାଖରେ ତାଙ୍କର ଜଣେ ସମ୍ପର୍କୀୟ ଥିବା ବେଳେ ୩ ଜଣ ପୁଲିସ ରହିଛନ୍ତି । ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ଗତକାଲି ପୁଷ୍ପରାଜଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲା କମିସନରେଟ ପୁଲିସ ।