ପୁରୀ : ସ୍ୱର୍ଗଦ୍ୱାର ଜମି ଦୁର୍ନୀତି ମାମଲାରେ ନୂଆ ମୋଡ, ୫୦ ଜଣଙ୍କୁ ଜାରି ହେଲା ନୋଟିସ

24

କନକ ବ୍ୟୁରୋ : ସ୍ୱର୍ଗଦ୍ୱାର ଜମି ଜବରଦଖଲ ମାମଲାରେ ଆଉ ଏକ ପାଦ ଆଗେଇଛି ପ୍ରଶାସନ । ଆଜି ଏହି ଜମିର ସ୍ଥିତିବାନ ପଟ୍ଟାଧାରୀ ୫୦ ଜଣଙ୍କୁ ନୋଟିସ ଜାରି କରିଛନ୍ତି ପୁରୀ ତହସିଲଦାର । ବୈଧ କାଗଜପତ୍ର ସହ ଆସନ୍ତା ୩୧ ତାରିଖ ସୁଦ୍ଧା ହାଜର ହେବାକୁ ନୋଟିସ କରାଯାଇଛି । ପୂର୍ବରୁ ଏପ୍ରିଲ ୫ ତାରିଖରେ ସ୍ୱର୍ଗଦ୍ୱାର ଜମି ରେକର୍ଡରେ ସଂଶୋଧନ ହୋଇଥିଲା ।