ପୁରୀ ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲା : ତହସିଲ କୋର୍ଟରେ ପ୍ରକାଶ ପାଇଲା ରାୟ

35

କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲାରେ ତହସିଲଦାରଙ୍କ କୋର୍ଟରେ ପ୍ରକାଶ ପାଇଲା ରାୟ । ୧୧ ଏକର ଜମି ମନ୍ଦିର ଖାତାକୁ ଫେରିଲା । ରାସ୍ତାଥିବା  ୨.୪୮୮ ଜମି ସରକାରଙ୍କ ଖାତାକୁ ଆସିଲା । ସମ୍ପୃକ୍ତ ପକ୍ଷମାନଙ୍କୁ ସରକାରଙ୍କ ପକ୍ଷରୁ ନୋଟିସ ହେବ । ୧୦.୨୫୬ ଏକର ଜମି ୨୪୦ ଜଣଙ୍କ ନାଁରେ ବେଆଇନ ଭାବେ ଅଛି ।

ପୁରୀ ତହସିଲଦାର ପ୍ରବିର ଖିଲାର ଏନେଇ ସୁଚନା ଦେଇଛନ୍ତି । ୧.୮୯୩ ଏକର ବେବନ୍ଦୋବସ୍ତ ଜମି ମଧ୍ୟ ସରକାରଙ୍କ ଖାତାକୁ ଆସିଲା । ପୁରୀ ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲାରେ ତହସିଲଦାରଙ୍କ କୋର୍ଟରେ ପ୍ରକାଶ ପାଇଲା ରାୟ । ୧୧ ଏକର ଜମି ମନ୍ଦିର ଖାତାକୁ ଫେରିଲା । ରାସ୍ତାଥିବା  ୨.୪୮୮ ଜମି ସରକାରଙ୍କ ଖାତାକୁ ଆସିଲା । ସମ୍ପୃକ୍ତ ପକ୍ଷମାନଙ୍କୁ ସରକାରଙ୍କ ପକ୍ଷରୁ ନୋଟିସ ହେବ । ୧୦.୨୫୬ ଏକର ଜମି ୨୪୦ ଜଣଙ୍କ ନାଁରେ ବେଆଇନ ଭାବେ ଅଛି । ପୁରୀ ତହସିଲଦାର ପ୍ରବିର ଖିଲାର ଏନେଇ ସୁଚନା ଦେଇଛନ୍ତି । ୧.୮୯୩ ଏକର ବେବନ୍ଦୋବସ୍ତ ଜମି ମଧ୍ୟ ସରକାରଙ୍କ ଖାତାକୁ ଆସିଲା ।