ପୁରୀ ବେଳାଭୂମିକୁ ସମୁଦ୍ର ଜୁଆର ମାଡି ଆସିବା ପ୍ରସଙ୍ଗ : ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ ମହେଶ୍ୱର ମହାନ୍ତି

47

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ ବେଳାଭୂମିକୁ ସମୁଦ୍ର ଜୁଆର ମାଡି ଆସିବା ପ୍ରସଙ୍ଗ। ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ ମହେଶ୍ୱର ମହାନ୍ତି । ଜିଲ୍ଲା ପ୍ରଶାସନିକ ଅଧିକାରୀ ମଧ୍ୟ ବୁଲି ଦେଖିଲେ । ଘଟଣା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯାଇଥିବା କହିଛନ୍ତି ବିଧାୟକ ମହେଶ୍ୱର ମହାନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।