ପୁରୀରେ ସମୁଦ୍ର କୂଳ ଲଘିଂବା ଘଟଣା : ଚେନ୍ନାଇରୁ ଆସିଥିବା ବିଶେଷଜ୍ଞଙ୍କ ସ୍ଥିତି ଅନୁଧ୍ୟାନ

84

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀରେ ସମୁଦ୍ର କୂଳ ଲଘିଂବା ଘଟଣାରେ ଚେନ୍ନାଇରୁ ଆସିଥିବା ୩ ଜଣିଆ ବିଶେଷଜ୍ଞଙ୍କ ଟିମର ସ୍ଥିତି ଅନୁଧ୍ୟାନ । ସ୍ୱର୍ଗଦ୍ୱାର ଓ ମଙ୍ଗଳା ମୁହାଣ ଅନୁଧ୍ୟାନ କଲା ଏହି ଟିମ୍ ।