ପୁରୀ ସ୍ୱର୍ଗଦ୍ୱାର ସମୁଦ୍ର କୂଳ ଖାଇବା ଘଟଣା : ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀଙ୍କ ଘଟଣାସ୍ଥଳ ପରିଦର୍ଶନ

39

ପୁରୀ ,ବ୍ୟୁରୋ , କନକ ନ୍ୟୁଜ୍ : ପୁରୀ ସ୍ୱର୍ଗଦ୍ୱାର ସମୁଦ୍ର କୂଳ ଖାଇବା ଘଟଣା। ଜଳ ସଂପଦ ସଚିବ ପ୍ରଦୀପ ଜେନାଙ୍କ ସୂଚନା । ମାସେ ହେଲା ସମୁଦ୍ର କୂଳରେ ଢେଉ ବଢିଛି । ସବୋର୍ଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ମାଡ୍ରାସ ଆଇଆଇଟିର ପ୍ରଫେସର ଅନୁଧ୍ୟାନ କରିବେ। ଦୁଇ ଦିନ ଭିତରେ ଆସିବେ ପ୍ରଫେସର ସୁନ୍ଦର ବଡି।