ଆଜି ବିଶ୍ୱ ଐତିହ୍ୟ ଦିବସ ! ଏନେଇ ପୁରୀ ବେଳାଭୂମୀରେ ବାଲୁକାଶିଳ୍ପୀଙ୍କ ଆକର୍ଷଣୀୟ ବାଲୁକା କଳା

35

କନକ ବ୍ୟୁରୋ : ଆଜି ବିଶ୍ୱ ଐତିହ୍ୟ ଦିବସ । ଏହି ଅବସରରେ ପୁରୀ ବେଳାଭୂମୀରେ ଶୋଭା ପାଉଛି ବାଲୁକା କାଳା । ଐତିହ୍ୟ କିର୍ତିରାଜୀକୁ ସୁରକ୍ଷା ଦେବା ପାଇଁ ବାର୍ତା ଦେଇ ବାଲୁକାଶିଳ୍ପୀ ମାନସ ସାହୁ କରିଛନ୍ତି ବାଲୁକା କଳା । ସେଭ ଆୱାର କଲଚରାଲ ହେରିଟେଜର ବାର୍ତା ସହ ବିଶ୍ୱର ସମସ୍ତ ଐତିହ୍ୟକୁ ବାଲିରେ ନିର୍ମାଣ କରିଛନ୍ତି ମାନସ । ଏଥିପାଇଁ ସେ ୫ ଟନର ବାଲି ବ୍ୟବହାର କରିଛନ୍ତି ।