ଦକ୍ଷିଣ ମୋଡ଼ ନେଇଛନ୍ତି ୩ ରଥ

26

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଦକ୍ଷିଣ ମୋଡ଼ ନେଇଛନ୍ତି ୩ ରଥ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ନେଇଛନ୍ତି । ସେପଟେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସୁଅ ଛୁଟିଛି । ଦୂରଦୁରାନ୍ତରୁ ହଜାର ହଜାର ଭକ୍ତ ଆସି ଠାକୁରଙ୍କୁ ଦର୍ଶନ କରିଛନ୍ତି ।