ରାଜନୀତିର ପଶାପାଲିରେ ପଲ୍ଲୀସଭା : ବିଜେଡି କର୍ମୀଙ୍କ ଆକ୍ରମଣରେ କଂଗ୍ରେସ କର୍ମୀ ପ୍ରାଣ ହରାଇବା ପରେ ଜଳିଲା ଅସନ୍ତୋଷର ନିଆଁ

34

କନକ ବ୍ୟୁରୋ : ବିଜେଡି-କଂଗ୍ରେସ ରାଜନୈତିକ ବିବାଦରେ ଶେଷରେ ଆଖି ବୁଜିଦେଲେ ସୁଦର୍ଶନ ସ୍ୱାଇଁ ନାମକ ଜଣେ ଯୁବକ । ସୁଦର୍ଶନ ହେଉଛନ୍ତି ସେହି ବ୍ୟକ୍ତ ଯିଏ ପୁରୀ କୋଟକଣା ପଲ୍ଲିସଭାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ଗୁରୁତର ହୋଇଥିଲେ ।

ଆଉ ତାଙ୍କ ମୃତ୍ୟୁ ପରେ ଆଜି ରାଜରାସ୍ତାକୁ ଓହ୍ଲାଇଥିଲା ଲୁଲୁ ସେନା । ଘଟଣାକୁ ସପ୍ତାହେ ବିତି ଯାଇଥିଲେ ସୁ୍ଦ୍ଧା ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇନଥିବାରୁ ଭୁବନେଶ୍ୱର-ପୁରୀ ରାସ୍ତା ଅବରୋଧ କରାଯାଇଥିଲା । ଆଉ ପୁଲିସ୍ ଯେତେବେଳେ ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଆସିଲା, ଆରମ୍ଭ ହୋଇଗଲା ପୁଲିସ-ଜନତା ଖଣ୍ଡଯୁଦ୍ଧ ।

ଦେଖନ୍ତୁ ଏହି ଭିଡିଓ –