ପୁରୀ ଜଗମୋହନ ମରାମତି ପ୍ରସଙ୍ଗ ! ଦେଢଫୁଟ ଘୁଂଚାଯିବ ଭିତର କାଠ

27

କନକ ବ୍ୟୁରୋ : ପୁରୀ ଜଗମୋହନ ମରାମତି ପ୍ରସଙ୍ଗ । ଭିତରକାଠ ଘୁଂଚାଯିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ନିଷ୍ପତି ଅନୁଯାୟୀ ଦେଢଫୁଟ ଘୁଂଚାଯିବ ଭିତର କାଠ । ସୋମବାର ଠାରୁ ବ୍ୟାରିକେଡ୍ କରାଯାଇ ପଥର ନମ୍ବରିଂ କରାଯିବ । ଏଏସଆଇ, ଇଂଜିନିୟରଙ୍କ ଉପସ୍ଥିତିରେ କାମ ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।