ପୁରୀରେ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ବିବାଦ: ସିପସରୁବାଲିରେ ଇସ୍କନ ଜମିର ମାପଚୁପ କଲେ ରାଜସ୍ୱ ନିରୀକ୍ଷକ

32

ପୁରୀ: ପୁରୀରେ ଇସ୍କନର ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗ । ସିପସରୁବାଲିରେ ଇସ୍କନ ଜମିର ମାପଚୁପ କଲେ ରାଜସ୍ୱ ନିରୀକ୍ଷକ । ହାଇକୋର୍ଟରେ ମାମଲା ବିଚାରଧୀନ ଥିବା ବେଳ ଇସ୍କନ କର୍ତୃପକ୍ଷ ଜମି ଉପରେ ପାଚେରୀ ନିର୍ମାଣ କରିଛନ୍ତି । ଏହାକୁ ନେଇ ବିବାଦ ଦେଖାଦେଇଛି । ଏନେଇ ୩ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ନିକଟରେ ଜିଲ୍ଲା ରାଜସ୍ୱ ନିରୀକ୍ଷକ ପକ୍ଷରୁ ରିପୋର୍ଟ ଦାଖଲ ନେଇ ନିଦେ୍ର୍ଦଶ ଦିଆଯାଇଛି ।