ପୁରୀ : ଗୌଡ଼ବାଡ଼ ସାହିରେ ଘରକାମ ଚାଲିଥିବା ବେଳେ ଥିବା ବୋମା ବିସ୍ଫୋରଣ

24

କନକ ବ୍ୟୁରୋ : ପୁରୀରେ ବିସ୍ପୋରଣ । ସ୍ଥାନୀୟ ଗୌଡ଼ବାଡ଼ ସାହିରେ ଘରକାମ ଚାଲିଥିବା ବେଳେ ମାଟି ତଳେ ଥିବା ବୋମା ବିସ୍ଫୋରଣ ହୋଇଛି । ଏହି ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ଭବାନୀ ବିଶ୍ୱାଳ ଓ ଆଲୋକ ପ୍ରଧାନ । ସେମାନଙ୍କୁ ଆହତ ଅବସ୍ଥାରେ ପୁରୀା ସଦର ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –