ପୁରୀ ସମୁଦ୍ର କୂଳ ଲଂଘିବା ଘଟଣା : ସମାଧାନ ପାଇଁ ଦୁଇ ଦିନ ଭିତରେ ନିଆଯିବ ପଦକ୍ଷେପ

30

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀରେ ସମୁଦ୍ର କୂଳଲଂଘିବା ଘଟଣା । ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ଜିଲ୍ଲା ପ୍ରଶାସନ। ମହୋଦଧିର ଉଚ୍ଚ ଜୁଆର କୂଳ ଖାଇବା ଘଟଣାରେ ମୁଖ୍ୟ ଶାସନ ସଚିବଙ୍କୁ ଜିଲ୍ଲାପାଳ ଅବଗତ କରାଇଛନ୍ତି । ଦିନେ ୨ ଦିନ ମଧ୍ୟରେ ସମାଧାନର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅରବିନ୍ଦ ଅଗ୍ରୱାଲ । ଜଳ ସଂପଦ ବିଭାଗର ବୈଷୟିକ ଟିମ ଅଂଚଳ ପରିଦର୍ଶନ କରିବ । ବର୍ତମାନ ସ୍ଥିତିରେ ବଡ ବଡ ପଥର ରଖାଯାଇ ସାମୂହିକ ପଦକ୍ଷେପ ନିଆଯାଇଛି । ଏବଂ ସେହି ଅଂଚଳକୁ ନଯିବାକୁ ଲୋକଙ୍କୁ ବାରଣ କରଯାଇଥିବା ପୁରୀ ଜିଲ୍ଲାପାଳ କହିଛନ୍ତି।

ଏହା ସହ ଅଶାନ୍ତ ସମୁଦ୍ର, ଆତଙ୍କିତ ମଣିଷ : ଜୁଆର ଖାଉଛି ପୁରୀ ସମୁଦ୍ର କୂଳ