ପୁରୀ ବ୍ରହ୍ମଗିରିରେ ହତ୍ୟାକାଣ୍ଡ ! କୋଇଲାଅଡା ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

15

କନକ ବ୍ୟୁରୋ : ପୁରୀ ବ୍ରହ୍ମଗିରିରେ ହତ୍ୟାକାଣ୍ଡ । ବ୍ରହ୍ମଗିରି ରାସ୍ତାର କୋଇଲାଅଡା ଛକ ନିକଟରେ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ସ୍ଥାନୀୟ ଅଂଚଳର ବିଶ୍ୱରଂଜନ ମହାନ୍ତିଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରୁଛି ।