ପୁରୀରେ ବୋମାମାଡ

1

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ପୁରୀରେ ୨୪ ଘଂଟା ମଧ୍ୟରେ ୩ ଥର ବୋମାମାଡ । ଚନ୍ଦନପୁର ବଜାରରେ ଏକ ମଦ ଦୋକାନ ଉପରକୁ ବୋମାମାଡ ହୋଇଛି । ଜଣେ ଦୁର୍ବୃତ ବାଇକରେ ଆସି ବୋମାମାଡ କରି ଫେରାର ହୋଇଯାଇଛି । ଆଜି ପୂର୍ବାହ୍ନରେ ଲବଣିଖିଆ ଛକରେ ଏକ ବୋମାମାଡ ହୋଇଛି। ଗତକାଲି ରାତିରେ ମଧ୍ୟ ସେହିଠାରେ ଏକ ବୋମାମାଡ ହୋଇଥିଲା । ଏଥିରେ ୩ ଜଣ ଆହତ ହୋଇଥିଲେ ।

Comments are closed.