ସ୍ମାର୍ଟସିଟିର ସ୍ମାର୍ଟ ଚେହେରା : ଅସରାଏ ବର୍ଷାରେ ଅସ୍ତବ୍ୟସ୍ତ ପୁରୁଣା ଆପାର୍ଟମେଂଟ୍ କେଦାରଗୌରୀ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅସରାଏ ବର୍ଷାରେ ବେହାଲ ସ୍ମାଟ ସିଟି । ଧୋଇ ହୋଇଗଲା ପୁରୀ-ଭୁବନେଶ୍ୱର ମୁଖ୍ୟ ରାସ୍ତା । ପ୍ରୋଜେକ୍ଟ ନବକଳେବରରେ ଜାତୀୟ ରାଜପଥରେ ଥିବା ଅସ୍ଥାୟୀ ପୋଲ ବି ବର୍ଷାର ପ୍ରକୋପରୁ ବର୍ତ୍ତି ପାରିନି । ପୋଲ ଭାଙ୍ଗି ନାଳ ପାଣି ପାଖ କେଦାରଗୌରୀ ଆପାର୍ଟମେଂଟରେ ପଶିଛି । ଆଉ ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ ।