ନନ୍ଦିଘୋଷ ଭାଙ୍ଗିଲେ ଅଭିମାନିନୀ ମା’ ଲକ୍ଷ୍ମୀ ! ଆରମ୍ଭ ହେଲା ବାହୁଡା ଯାତ୍ରା ପ୍ରକ୍ରିୟା

57

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ହେରାପଂଚମୀ । ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି ଅଭିମାନିନୀ ମା’ ଲକ୍ଷ୍ମୀ ଠାକୁରାଣୀ । ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ବିଦ୍ୟାପତି ଦେବା ପରେ ମା’ ଲକ୍ଷ୍ମୀ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରିଛନ୍ତି । ଆଉ ଏହିଠାରୁ ଆରମ୍ଭ ହୋଇଛି ବାହୁଡା ଯାତ୍ରାର ପ୍ରସ୍ତୁତି ପର୍ବ ।