କୋର୍ଟରେ ଅଭିନେତା ପୁଲକିତ ସମ୍ରାଟଙ୍କ ହଙ୍ଗାମା ! ଫଟୋଗ୍ରାଫରଙ୍କ ସହ ମୁହାଁମୁହିଁ

38

କୋର୍ଟରେ ହଙ୍ଗାମା କଲେ ଅଭିନେତା ପୁଲକିତ ସମ୍ରାଟ । ସଲମାନ ଖାନଙ୍କ ଭଉଣୀ ଶ୍ୱେତା ରୋହିରାଙ୍କଠାରୁ ଛାଡପତ୍ର ନେବାକୁ କୋର୍ଟରେ ପହଂଚିଥିବାବେଳେ ପୁଲକିତ ସମ୍ରାଟ ହଙ୍ଗାମା କରିଥଲେ ।

ଜଣେ ଫଟୋଗ୍ରାଫର ପୁଲକିତଙ୍କ ଫଟୋ ଉଠାଉଥିବାବେଳେ ଏଥିରେ ରାଗିଯାଇ ପୁଲିକତ ଏଭଳି କାଣ୍ଡ ଭିଆଇ ଥିଲେ । ଅର୍ଥାତ୍ ଫଟୋଗ୍ରାଫର ତାଙ୍କ ଫଟୋ ଉଠାଉଥିବାବେଳେ ସେ ସଙ୍ଗେ ସଙ୍ଗେ ଉତକ୍ଷିପ୍ତ ହୋଇ ଫଟୋଗ୍ରାଫରଙ୍କ ସହ ମୁହାଁମୁହିଁ ହୋଇଥିଲେ ।