ପାରାଦ୍ୱୀପରେ ଟ୍ୟାଙ୍କର ଡ୍ରାଇଭର ଛଟେଇର ପ୍ରତିବାଦ ! ରାଜରାସ୍ତାରେ ଇଣ୍ଡିଆନ ଅଏଲ ଟର୍ମିନାଲର ଶତାଧିକ ଡ୍ରାଇଭର

37

କନକ ବ୍ୟୁରୋ : ପାରାଦ୍ୱୀପରେ ଜଣେ ଟ୍ୟାଙ୍କର ଡ୍ରାଇଭରଙ୍କ ଛଟେଇ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର । ଇଣ୍ଡିଆଲ ଅଏଲ ଟର୍ମିନାଲର ଶତାଧିକ ଡ୍ରାଇଭର ଏହାକୁ ବିରୋଧ କରି ଧାରଣାରେ ବସିଛନ୍ତି । ଫଳରେ ଶହ ଶହ ଟ୍ୟାଙ୍କର ଚଳାଚଳ ଠପ୍ ହୋଇଯାଇଛିା ଏହାସହ ରାଜ୍ୟକୁ ତୈଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନରତ ଡ୍ରାଇଭର ଛଟେଇ ଡ୍ରାଇଭରଙ୍କୁ ପୁନଃ ନିଯୁକ୍ତି ଦାବି କରିଛନ୍ତି ।