ଭୁବନେଶ୍ୱର ନୀଳାଚଳ କଲେଜରେ ଭଙ୍ଗାରୁଜା ! ରେଜିଷ୍ଟ୍ରେସନ ନମ୍ବର, ପ୍ରୋଭିଜନାଲ ସାର୍ଟିଫିକେଟ ଓ ମାର୍କସିଟ୍ ନମିଳିବାରୁ ତାତିଲେ ନର୍ସିଂ ଛାତ୍ରୀ

29

କନକ ବ୍ୟୁରୋ : ନୀଳାଚଳ କଲେଜରେ ଭଙ୍ଗାରୁଜା । ନୀଳାଚଳ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ କଲେଜରେ ଭଙ୍ଗାରୁଜା କରିଛନ୍ତି ବିଏସସି ନର୍ସିଂ ଛାତ୍ରଛାତ୍ରୀ । କଲେଜ ଗେଟରେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି । ରେଜିଷ୍ଟ୍ରେସନ ନମ୍ବର, ପ୍ରୋଭିଜନାଲ ସାର୍ଟିଫିକେଟ ଓ ମାର୍କସିଟ ନମିଳିବାରୁ ଭଙ୍ଗାରୁଜା କରିଛନ୍ତି ନର୍ସିଂ ଛାତ୍ରଛାତ୍ରୀ ।