ନୀଳଗିରି ରାସ୍ତାରେ ଚାଷୀ : ପ୍ରାଇସ୍, ପେନସନ୍ ଦାବିରେ ନବନିର୍ମାଣ ସଂଗଠନର ଆନ୍ଦୋଳନ

32

କନକ ବ୍ୟୁରୋ :ବାଲେଶ୍ୱର ନୀଳଗିରିରେ ନବ ନିର୍ମାଣ କୃଷକ ସଂଘର ବିକ୍ଷୋଭ ପ୍ରଦର୍ଶନ । ପ୍ରାଇସ, ପ୍ରେସଟିଜ ଓ ପେନସନ ଦାବିରେ ରାସ୍ତାରେ ହଜାର ହଜାର ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନୀଳଗିରି ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ପଟୁଆରରେ ବାହାରି ଚାଷୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି ।

ତେବେ ସେଠାରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ତହସିଲଦାର ମାଇକ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ସହ କୃଷକଙ୍କ ସହ ଆଲୋଚନା ପାଇଁ ସମୟ ନଥିବା କହିବାରୁ ପରିସ୍ଥିିତି ଜଟିଳ ହୋଇଥିଲା ।