ପାରାଦ୍ୱୀପ ବନ୍ଦର ମଧ୍ୟରେ ଅଚଳାବସ୍ଥା ! ବିଭିନ୍ନ ଦାବି ନେଇ ଗତକାଲି ରାତିଠାରୁ ଡ୍ରାଇଭର ଓ ହେଲପରମାନେ ଆନ୍ଦୋଳନକୁ ଓହ୍ଲାଇଲେ

44

କନକ ବ୍ୟୁରୋ : ପାରାଦ୍ୱୀପ ବନ୍ଦର ମଧ୍ୟରେ ଅଚଳାବସ୍ଥା । ଡମ୍ପର ଯୋଗେ ମାଲ ପରିବହନ ବନ୍ଦ୍ । ବିଭିନ୍ନ ଦାବି ନେଇ ଗତକାଲି ରାତିଠାରୁ ଡ୍ରାଇଭର ଓ ହେଲପରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦୀର୍ଘ ଦିନ ହେବ ଡ୍ରାଇଭର ହେଲପରମାନଙ୍କୁ ୧୨ ଘଂଟା ପରିବର୍ତ୍ତେ ୮ଘଂଟା ଖଟାଇବା, କାର୍ଯ୍ୟ ସମୟରେ ସେପ୍ଟି ଜିନିଷ ଯୋଗାଇଦେବା, ଇପିଏଫ୍, ଇଏସଆଇ ଡିପୋଜିଟ୍ କରିବା ଆଦି ଦାବିରେ ଆନ୍ଦୋଳନ କରିଛନ୍ତି ।