ବ୍ରହ୍ମପୁର : ପାତ୍ରପୁର ଗାଁରେ ପାଣି ପାଇଁ ରାଜରାସ୍ତାକୁ ଓହ୍ଳାଇଲେ ମହିଳା

25

କନକ ବ୍ୟୁରୋ : ପାଣି ପାଇଁ ରାଜରାସ୍ତାକୁ ଓହ୍ଳାଇଲେ ମହିଳା । ପାଖାପାଖି ୪୦୦ରୁ ଅଧିକ ମହିଳା ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛନ୍ତି । ବ୍ରହ୍ମପୁରର ପାତ୍ରପୁର ଗାଁରେ ମହିଳାମାନେ ପାଣି ପାଇଁ ବିକ୍ଷୋଭ କରିବା ସହ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଛନ୍ତି । ଫଳରେ ରାଜରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ଘଟଣା ସ୍ଥଳରେ ପୁଲିସ ମୁତୟନ କରାଯାଇଛି ।