ବାଲିଷ୍ଟିକ୍ ମିସାଇଲ ପୃଥ୍ୱୀ-୨ର ହେଲା ବ୍ୟବହାରିକ ପରୀକ୍ଷଣ !

40

କନକ ବ୍ୟୁରୋ : ବାଲିଷ୍ଟିକ୍ ମିସାଇଲ ପୃଥ୍ୱୀ-୨ର ବ୍ୟବହାରିକ ପରୀକ୍ଷଣ । ଚାନ୍ଦିପୁର ୩ନଂ ଲଂଚପ୍ୟାଡରୁ ୯ଟା ୫୦ରେ ଉତକ୍ଷେପଣ କରାଯାଇଛି । ପୃଥ୍ୱୀ-୨ ମଧ୍ୟମ ଦ୍ୱରଗାମୀ ବାଲିଷ୍ଟିକ ମିସାଇଲ୍ । ଏହି ମିସାଇଲ୍ ୧୫୦କିଲୋମିଟର ଲକ୍ଷ୍ୟ ଭେଦ କରିପାରିବାର କ୍ଷମତା ରହିଛି । ୯ମିଟର ଲମ୍ବ ଓ ୧୧୦ମିଟର ଗୋଲେଇର ପୃଥ୍ୱୀ-୨ର ଓଜନ ୪ହଜାର ୬୦୦କିଲୋଗ୍ରାମ ରହିଛି ।