ବୁର୍ଲା ମେଡିକାଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ !

23

କନକ ବ୍ୟୁରୋ : ବୁର୍ଲାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ବୁର୍ଲା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ବିଚାରଧୀନ କଏଦୀ ଅଭେଦ ସିଂହଙ୍କ ମୃତ୍ୟୁ ହୋଇଛି । ପୁଲିସର ଅତ୍ୟଧିକ ମାଡ ଯୋଗୁଁ ଅଭେଦଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।