ଭୁବନେଶ୍ୱରରେ ଭେଙ୍କେୟା ନାଇଡୁଙ୍କ ସାମ୍ବାଦିକ ସମ୍ମିଳନୀ ! ମହାନଦୀ ପ୍ରସଙ୍ଗରେ ଚୁପ୍ ରହିଲେ କେନ୍ଦ୍ରମନ୍ତ୍ରୀ

26

କନକ ବ୍ୟୁରୋ : ଭୁବନେଶ୍ୱରରେ କେନ୍ଦ୍ର ସହରାଚଂଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁଙ୍କ ସାମ୍ବାଦିକ ସମ୍ମିଳନୀ । ତେବେ ମହାନଦୀ ପ୍ରସଙ୍ଗରେ ଚୁପ୍ ରହିଲେ କେନ୍ଦ୍ରମନ୍ତ୍ରୀ । ମହାନଦୀ ବିବାଦ ଦୁଇ ରାଜ୍ୟ ମଧ୍ୟରେ ରହିଛି ଓ ଏହା କୋର୍ଟରେ ବିଚାରଧିନ ବୋଲି କହିଲେ ଭେଙ୍କେୟା ନାଇଡୁ । ଏହାସହ ୨୦୧୯ରେ ଓଡ଼ିଶାକୁ ବିଜେଡି ମୁକ୍ତ ଓ ବିଜେପି ଯୁକ୍ତ କରାଯାଇ ଓଡ଼ିଶାର ବିକାଶ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।