ସାମ୍ବାଦିକ ସମ୍ମିଳନୀରେ ବିଜେପି-ବିଜେଡି-କଂଗ୍ରେସ୍ ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ !

23

କନକ ବ୍ୟୁରୋ: ବିଜେପି-ବିଜେଡି-କଂଗ୍ରେସ ମଧ୍ୟରେ ଚାଲିଛି ପ୍ରେସ୍ କନଫରେନ୍ସ ୱାର । ନବୀନ ସରକାରଙ୍କ ଚତୁର୍ଥ ପାଳିର ତୃତୀୟ ବର୍ଷ ପୂରଣ ଅବସରରେ ବିଭାଗୀୟ ମନ୍ତ୍ରୀ ନିଜ ବିଭାଗର ସମୀକ୍ଷା କରି ସାମ୍ବାଦିକଙ୍କୁ ସୂଚନା ଦେଉଛନ୍ତି । ତେବେ ଏହାର ଠିକ୍ ପୂର୍ବରୁ ପ୍ରେସ୍ କନଫରେନ୍ସ କରି ସରକାରଙ୍କୁ ଘେରୁଛି ବିଜେପି । ମଇଦାନକୁ ଓହ୍ଲାଇଛି କଂଗ୍ରେସ । ଏହାରି ଭିତରେ ବଦଳିଛି ସାମ୍ବାଦିକ ସମ୍ମିଳନୀର ରୂପ ।

ତେବେ ଦେଖନ୍ତୁ କଣ ରହିଛି ତିନି ଦଳର ନେତାଙ୍କ ପ୍ରତିକ୍ରିୟା