ରାଷ୍ଟ୍ରପତିଙ୍କ ଦଳିତ ସୁରକ୍ଷା ଚିନ୍ତା : ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ଦେଲେ ବାର୍ତା

60

କନକ ବ୍ୟୁରୋ : ୭୦ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତା ଦେଇଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଦେଶରେ ଗତ ୪ ବର୍ଷରେ ସ୍ଥିରତା ଆସିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଦଳିତ, ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି।