ଆଜି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ୍ ! ଏନେଇ ସ୍ପଷ୍ଟ କଲେ ଅର୍ଥମନ୍ତ୍ରୀ

26

କନକ ବ୍ୟୁରୋ: ବଜେଟ୍ ଉପସ୍ଥାପନ ନେଇ ଉପୁଜିଥିବା ସସପେନ୍ସର ପୂର୍ଣ୍ଣଛେଦ ଘଟିଛି । ତେବେ ଆଜି ଗୃହରେ ଦିନ ୧୧ଟାରେ ହେବ ସାଧାରଣ ବଜେଟର ଉପସ୍ଥାପନ । ଯାହାକୁ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଟ୍ୱିଟ୍ କରି ଜଣାଇଥିବାବେଳେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ମଧ୍ୟ ସମ୍ମତି ଜଣାଇଛନ୍ତି ।