ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଭାଇ କଲେ ଆତ୍ମହତ୍ୟା

2

ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଭାଇ ନୀତିନ ଚୌହ୍ଵାନ ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଛନ୍ତି। ନୀତିନଙ୍କ ମୃତ ଶରୀର ଉଦ୍ଧାର ହେବା ସମୟରେ ସେଠାରୁ ତାଙ୍କ ହାତ ଲିଖିତ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରାଯାଇଛି । ଅନ୍ୟ ଏକ ସୁଇସାଇଡ ନୋଟ୍ ମଧ୍ୟ ତାଙ୍କ ଘରୁ ମିଳିଛି ।

ଏହି ଦୁଇ ଚିଠିରେ ନୀତିନ ତାଙ୍କ ମୃତ୍ୟୁର କାରଣ ଶ୍ୱଶୁର ଘର ଲୋକ ବୋଲି ଲେଖିଛନ୍ତି । ତେବେ ଏହି ସୁଇସାଇଡ ନୋଟକୁ ଘଟଣାର ଅସୁସନ୍ଧାନ ପାଇଁ ଫରେନ୍‌ସିକ୍‌ ଡିପାର୍ଟମେଣ୍ଟକୁ ପଠାଇ ଦିଆଯାଇଛି । ନୀତିନ ଓ ତାଙ୍କ ପତ୍ନୀ ପାଖାପାଖି ଦୁଇବର୍ଷ ହେବ ଛାଡପତ୍ର ପାଇଁ କୋର୍ଟରେ ଅପିଲ ମଧ୍ୟ କରିଥିଲେ ।

Comments are closed.