ଭୁଲ ବୁଝାମଣା ଯୋଗୁଁ ବୈଜୟନ୍ତଙ୍କୁ ଅଣ୍ଡାମାଡ ହୋଇ ଥାଇପାରେ : ପ୍ରତାପ ଦେବ

220

କନକ ବ୍ୟୁରୋ : ମାହାଙ୍ଗାରେ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡା ଓ ଚପଲ ମାଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ପ୍ରତାପ ଦେବ । କହିଛନ୍ତି, ଭୁଲ ବୁଝାମଣା ଯୋଗୁଁ ଏଭଳି ହୋଇଥିବ । ସେହିଭଳି ବାବୁମାନେ ଏସି ରୁମରେ ବସି ନିଷ୍ପତି ନେଉଥିବା ଯୋଗୁଁ ଗୁଣ୍ଡାଗର୍ଦ୍ଦି ବଢୁଥିବା ଅଭିଯୋଗ ନେଇ ପ୍ରତାପ ଦେବ କହିଛନ୍ତି , ଏଭଳି ଅଭିଯୋଗର ସତ୍ୟତା ଥିବା କଥା ମୁଁ ଭାବୁନି ।