ଓଡିଶା ବନ୍ଦ ସଫଳ ହୋଇଛି : ପ୍ରସାଦ ହରିଚନ୍ଦନ

48

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ବନ୍ଦ ସଫଳ ହୋଇଛି ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଏହା ସହ ଏହି ସଫଳତାର ଶ୍ରେୟ ସେ ଓଡିଶାବାସୀଙ୍କୁ ଦେଇଛନ୍ତି । ତେବେ ପ୍ରାୟ ୩୫୦୦ କଂଗ୍ରେସ କର୍ମୀ ଗିରଫ ହୋଇଛନ୍ତି ବୋଲି ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି ପିସିସି ସଭାପତି ।